ବଙ୍ଗୋପସାଗରର ଉତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରାଂଚଳରେ ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ : ଆଗାମୀ ୨-୩ ଦିନରେ ପଶ୍ଚିମ ଓ ଉତର ପଶ୍ଚମ ଆଡ଼କୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗର ଆକଳନ; ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

21