ଫୋକସରେ ପଶ୍ଚିମ ଓଡିଶା : ଆସନ୍ତାକାଲି ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ; ନବୀନ ଗସ୍ତକୁ ସଫଳ କରିବାକୁ ସୁନ୍ଦରଗଡରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ

9