ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ : ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ; ଚାଷୀଙ୍କ ୨ ଲକ୍ଷ ଟଙ୍କା ଧରି ଫେରାର ମାରୁଥିବା ଲୂୁଟେରାକୁ ଗୋଡାଇ ଧରିଲା ରୋଙ୍ଗାଲୀ ଥାନା ପୁଲିସ

5