ପ୍ରାତଃଭ୍ରମଣରେ ଯିବା ବେଳେ ଆହତ ଆନନ୍ଦପୁର ବିଧାୟକ : ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସୂଚନା; ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ଭାଗିରଥି ସେଠୀ

7