ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭାସିଲା ପାଚିଲା ଧାନ : ନୟାଗଡ଼, ପିପିଲି, କୃଷ୍ଣପ୍ରସାଦ ଅଂଚଳରେ ବିଲରେ ଜମିଲା ପାଣି; କିଛି ସ୍ଥାନରେ ପାଣିରୁ ଅମଳ କରିବାକୁ ପ୍ରୟାସ କରୁଛି ଚାଷୀ, ଅମଳ ବେଳେ ବର୍ଷା, ଚାଷୀକୁ କଲା ହନ୍ତସନ୍ତ

15