ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କୁ ଘେରିଲା ବିଜେପି : ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ ଦାବିରେ ଭୁବନେଶ୍ୱର ବ୍ଲକ ଅଫିସ ଘେରାଉ ; ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ତେଜିଲା ରାଜନୀତି

10