ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ : ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ ହଟାଇବା ପାଇଁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର; ଏପଟେ ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଗୃହକୁ ଅଚଳ କଲେ କଂଗ୍ରେସ ସଦସ୍ୟ

7