ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତେ ପାସ୍ : ଛାତ୍ରଛାତ୍ରୀଙ୍କ ପାସ୍ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ଚଳିତ ବର୍ଷ କ୍ଲାସ ହୋଇନଥିବାରୁ ନିଆଗଲା ନିଷ୍ପତି; ସେପଟେ କରୋନା ପାଇଁ ଏପ୍ରିଲ ନୁହେଁ ଜୁନରେ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ

7