ପ୍ରଚଣ୍ଡ ଭୂମିକମ୍ପରେ ଥରିଲା ତୁର୍କୀ ଓ ସିରିଆ : ତାସ ଘର ପରି ଭୁଶୁଡି ପଡିଲା ବଡ ବଡ ଅଟାଳିକା, ସୁନାମୀ ଆଲର୍ଟ ଜାରି କଲା ଇଟାଲୀ; ତୁର୍କୀରେ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୨୦୦ ପାର୍, ରିକ୍ଟର ସ୍କେଲରେ ତୀବ୍ରତା ୭.୮; ଯୁଦ୍ଧ କାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି

6