ପୂଣି ସାରା ଦେଶରେ ୪ଲକ୍ଷ ମୁହାଁ ଦୈନିକ ସଂକ୍ରମଣ : ଗୋଟିଏ ଦିନରେ ଚିହ୍ନଟ ହେଲେ ୩ଲକ୍ଷ ୮୬ ହଜାର୪୫୨ ନୂଆ କରୋନା ଆକ୍ରାନ୍ତ, ୩ହଜାର ୪୯୮ ମୃତ; ରାଜ୍ୟରେ ୨୪ଘଂଟା ଭିତରେ ୮ହଜାର ୬ଶହ ୮୧ ନୂଆ ସଂକ୍ରମିତ ଚିହ୍ନଟ, ୧୪ ମୃତ

7