ପୁରୀ ସ୍ୱର୍ଗଦ୍ୱାରରେ ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଚାଲିଗଲା ପୁଅର ଜୀବନ : ବୌଦ୍ଧ କରଡାକୋଠାରେ ଜେସିବି ବୋଝେଇ ଟ୍ରକରେ ପିଟିହେଲା କାର; ସୁବର୍ଣ୍ଣପୁର ତରଭା ଅଂଚଳର ଅରୁଣ ମେହେରଙ୍କ ମୃତ୍ୟୁ, ୪ ଗୁରୁତର ଆହତ

8