ପୁଣି ୩ହଜାର ଉପରେ କରୋନା ସଂକ୍ରମଣ : ୨୪ ଘଂଟାରେ ୩ହଜାର ୮୭ ଆକ୍ରାନ୍ତ ଚିହ୍ନଟ, ୪୫ଜଣଙ୍କର ମୃତ୍ୟୁ ,ପରୀକ୍ଷା ହେଲା ୭୪ ହଜାର ନମୂନା; ଟେଷ୍ଟ ପଜିଟିଭିଟି ହାର ୪ଦଶମିକ ୧୭ ପ୍ରତିଶତ, ସେପଟେ ଦେଶରେ ୪୮ ହଜାର ୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ

12