ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ : ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ; ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ; ଛାତ୍ରଙ୍କ ପାସ୍ ହାର ୮୪.୨୮ ପ୍ରତିଶତ, ବାଣିଜ୍ୟରେ ଛାତ୍ରୀଙ୍କ ପାସ ହାର ୮୩ ଦଶମିକ ୮୭ ପ୍ରତିଶତ; ଛାତ୍ରଙ୍କ ପାସ ହାର ୭୯ ଦଶମିକ ୫୨ ପ୍ରତିଶତ

6