ପୁଅ କରୋନା ଆକ୍ରାନ୍ତ ଶୁଣିବା ପରେ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ : ହେଲେ ଶବକୁ କାନ୍ଧ ଦେବାକୁ କେହି ଆସିଲେନି ; କବିସୂର୍ଯ୍ୟନଗରରେ ମୃତଦେହ ଘଂଟାଏ ପଡି ରହିବା ପରେ ଅନ୍ତିମ ସଂସ୍କାର କଲା ପ୍ରଶାସନ

8