ପିଲାଙ୍କ ପାଠପଢ଼ା ପାଇଁ ଆଦିବାସୀ କଲ୍ୟାଣ ବିଭାଗର ନିଆରା ଉଦ୍ୟମ : ଗଣୁପୁରରେ ଲର୍ଣ୍ଣିଂ ଓ ମେଂଟରସିପ ବ୍ୟବସ୍ଥାରେ ଗାଁକୁ ଗାଁ ଯାଇ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ସାମାଜିକ ଦୂରତା ରଖି ଚାଲିଛି ପାଠ ପଢ଼ା

11