ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ : ସେପ୍ଟେମ୍ବର ୩୦ରେ ଭୋଟଗ୍ରହଣ, ଅକ୍ଟୋବର ୩ ସକାଳ ୭ଟାରୁ ଆରମ୍ଭ ହେବ ଭୋଟ ଗଣତି; ପ୍ରଦୀପ ମହାରଥୀଙ୍କ ପରେ କିଏ ଦଖଲ କରିବ ପିପିଲି ବିଜେଡି, ବିଜେପି, କଂଗ୍ରେସର ବଳ କଷାକଷି

17