ପିପିଲି ଉପନିର୍ବାଚନ ଘୁଂଚାଇବାକୁ କଂଗ୍ରେସର ଦାବି : ଲୋକଙ୍କ ଜୀବନକୁ ବାଜି ଲଗାଇ ନିର୍ବାଚନ ନକରିବାକୁ ଜଣାଇଲା ଦାବି, କରୋନା ସଂକ୍ରମଣ ନକମିବା ପର୍ଯ୍ୟନ୍ତ ଭୋଟ ନକରିବାକୁ ନିର୍ବାଚନ କମିଶନଙ୍କୁ କଲା ଅପିଲ; ଦେବି ମିଶ୍ର କହିଲେ ପ୍ରୋଟକଲ ଅନୁସାରେ ପ୍ରଚାର କରୁଛନ୍ତି ବିଜେଡ଼ି ପ୍ରାର୍ଥୀ

13