ପିପିଲିରେ ଠାକୁରଙ୍କୁ ବି ଲୁଟିନେଲେ ଦୁବୃର୍ତ୍ତ । ପୁରାତନ ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରୀ । ରାଧା, କୃଷ୍ଣ, ଲକ୍ଷ୍ମୀ, ନାରାୟଣ ମୁର୍ତି ଚୋରୀ କରି ନେଲେ ଦୁର୍ବୃତ୍ତ । ଥାନାରେ ପହଂଚିଲା ମାମଲା ।

8