ପାର୍ବଣରେ ସତର୍କ ରୁହ, ନହେଲେ ଫେରିବ ଲକଡାଉନ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ପର୍ବପର୍ବାଣୀ ସମୟରେ ଆମର ବ୍ୟବହାର ତୃତୀୟ ଲହରକୁ ନିୟନ୍ତ୍ରଣ କରିବ । ଆମେରିକା ଠାରୁ କେରଳ ଯାଏଁ ବଢିଚାଲିଛି ସଂକ୍ରମଣ । ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ହୋଇପାରେ ବିପଦର କାରଣ । ଶିକ୍ଷାନୁଷ୍ଠାନରେ ଅଚାନକ ପରିଦର୍ଶନ ଉପରେ ଗୁରୁତ୍ୱ ।

12