ପାଣି ଭିତରେ ହାତୀପଲ : କେନ୍ଦୁଝର ବର୍ଦ୍ଧନା ଜଙ୍ଗଲ ପାର ବେଳେ ହାତୀ ପଲ ପାଣି ଭିତରେ ଫଶିଛନ୍ତି ରହିଛନ୍ତି, ବର୍ଦ୍ଧନା, ପାରୁଡିପଶି, ପଡୁଆ ଅଂଚଳରେ ବ୍ୟାପକ ଧାନ ଫସଲ ନଷ୍ଟ; ହାତୀ ଘଉଡ଼େଇବାକୁ ବନ ବିଭାଗର ଉଦ୍ୟମ

63