ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ +୨ ଛାତ୍ରଛାତ୍ରୀଙ୍କ ପାଇଁ ଏଯାଏଁ ପ୍ରସ୍ତୁତ ହୋଇନି ସିଲାବସ୍ : ପାଠ୍ୟକ୍ରମ କମାଇବା ନେଇ ୨୬ ତାରିଖରେ ବସିବ ସିଏଚଏସଇ ଏକାଡେମି କମିଟି ବୈଠକ; ବର୍ଷକୁ ୨ଟି ପରୀକ୍ଷା ନେଇ ହୋଇପାରେ ନିଷ୍ପତି

13