ପଶ୍ଚିମବଙ୍ଗରେ ପ୍ରଚାର କରିପାରିବେନି ମମତା : ନିର୍ବାଚନ କମିଶନ ୨୪ ଘଂଟିଆ କଟକଣା ଲଗାଇବା ପରେ ଆଜି ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ; ସୋମବାର ରାତି ୮ଟାରୁ ଆଜି ରାତି ୮ ଯାଏଁ ମମତାଙ୍କୁ ପ୍ରଚାର ମନା

8