ପଦାରେ ପଡ଼ିଲା କୋଭିଡ୍ ମୃତ୍ୟୁର ସତ : କୋର୍ଟଙ୍କ ହସ୍ତକ୍ଷେପ ପରେ ସତ ମାନିଲା ବିହାର, ତାଲିକାରେ ଯୋଡ଼ା ହେଲା ଆଉ ୩ ହଜାର ୯୫୧ ମୃତ୍ୟୁ; ଏପଟେ ଗତ ୧୨ ଦିନରେ ମହାରାଷ୍ଟରେ ତାଲିକା ଭୁକ୍ତ ହେଲା, ଗଣା ହୋଇନଥିବା ୫ ହଜାର ଜଣଙ୍କ ମୃତ୍ୟୁ

7