ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ମାନସ ମନ୍ଥନ । ବୈଠକରେ ଯୋଗ ଦେଲେନି କୋରପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି । ଦଳ ଭିତରେ କନ୍ଦଳକୁ ନେଇ ବଢ଼ିଲା ଚର୍ଚ୍ଚା

10