ନେତାଜୀଙ୍କୁ ନେଇ ତଥାଗତଙ୍କ ଆଲେଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ଭତୃହରି ମହତାବ : କଟକ ସାଂସଦ କହିଲେ, ଅସୂୟା ଭାବକୁ ବୁଝାଉଛି ତଥାଗତଙ୍କ ସଂପାଦକୀୟ; ନେତାଜୀ ଓଡିଶାର ଓ କଟକରେ ଜନ୍ମ ହୋଇଥିବା ନେଇ ରହିଛି ଯଥେଷ୍ଟ ପ୍ରମାଣ

16