ନିଅଂଟିଆ ବର୍ଷା ପାଇଁ ସରକାରଙ୍କ ନୂଆ ରଣନୀତି । ୧୫ ଜିଲ୍ଲାର ୩୦ଟି ବ୍ଲକରେ ହୋଇଛି ସ୍ୱାଭାବିକ ଠାରୁ କମ୍ ବର୍ଷା । ଉଠା ଜଳସେଚନ ଓ ପାଣି ପଂଚାୟତକୁ ନେଇ ହେବ ସ୍ୱତନ୍ତ୍ର ଆକ୍ସନ ପ୍ଲାନ । କୃଷି ଶ୍ରମିକଙ୍କୁ ମନରେଗାରେ ମିଳିବ କାମ

16