ନବୀନ-ଜଗନ ଆଲୋଚନା ପରେ ତେଜିଲା କୋଟିଆ ରାଜନୀତି : ଆରମ୍ଭ ହେଲା ରାଜନୈତିକ ବୟାନବାଜି, ସେପଟେ ବୈଠକ ଚାଲିଥିବାବେଳେ କୋଟିଆରେ ଗ୍ରାମସଭା କରୁଥିଲା ପଡୋଶୀ ରାଜ୍ୟ; କାଟିଆ ନେଇ ଆଜି କୋରାପୁଟରେ ବସୁଛି ସର୍ବଦଳୀୟ ବୈଠକ

10