ନନ୍ଦିଗ୍ରାମ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା : ବିଜେପି ପକ୍ଷରୁ ଆଜି ନାମାଙ୍କନ ପତ୍ର ଦାଖଲ କଲେ ମମତାଙ୍କ ପୂର୍ବ ସହଯୋଗୀ ଶୁଭେନ୍ଦୁ ଅଧିକାରୀ; ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ହଳଦିଆରେ ଶକ୍ତି ପ୍ରଦର୍ଶନ କଲା ବିଜେପି, ମମତାଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ

8