ଦେଶରେ ୨୪ ଘଂଟାରେ ୩ଲକ୍ଷ ୬୦ ହଜାର ୯୬୦ ନୂଆ ଆକ୍ରାନ୍ତ ଚିହ୍ନଟ : ଗୋଟିଏ ଦିନରେ ୩ହଜାର ୨୯୩ମୃତ, ସେପଟେ ରାଜ୍ୟରେ ସବୁ ରେକର୍ଡକୁ ଭାଙ୍ଗିଦେଲା କରୋନାର ଦୈନିକ ସଂକ୍ରମଣ; ଦିନକରେ ୮ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

9