ଦେଶରେ ବଢ଼ୁଛି ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା : କେବଳ ମହାରାଷ୍ଟ୍ରରୁ ୨୧ ଜଣ ଚିହ୍ନଟ, ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରୁ ବି ଚିହ୍ନଟ; ନୂଆ ପ୍ରଜାତି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରୁଥିବା ବିଶେଷଜ୍ଞଙ୍କ ପ୍ରାଥମିକ ଆକଳନ

10