ଦେଶରେ କରୋନାର ଏପ୍ରିଲ ସଂକଟ : ପୁଣି ୨୪ ଘଂଟା ଭିତରେ ୧ଲକ୍ଷ ୨୬ ହଜାର ୭୮୯ ଆକ୍ରାନ୍ତ ଚିହ୍ନଟ, ୬୮୫ ଜଣଙ୍କ ମୃତ୍ୟୁ; ସେପଟେ ରାଜ୍ୟରେ ଗୋଟିଏ ଦିନରେ ୮୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ସମେତ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ

9