ଦୁଇଟି ଭୟଙ୍କର ବିସ୍ଫୋରଣରେ ଦୋହଲିଗଲା ଲେବାନନ ରାଜଧାନୀ ବିରୁଟ : ଶହେ ମିଟର ଉପରକୁ ଉଠିଗଲା ସମୁଦ୍ର ପାଣି, ୭୦ରୁ ଅଧିକ ମୃତ, ସାଢେ ୩ ହଜାରରୁ ଅଧିକ ଲୋକ ଆହତ; ସହରର ହଜାର ହଜାର ଘର କ୍ଷତିଗ୍ରସ୍ତ

10