ବଦନାମ ହୋଇଯିବା ପରେ କଲେଜ ଛାଡ଼ି ଦେବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀ : ଟ୍ରାନ୍ସଫର ସାଟିଫିକେର୍ଟ ନେବାକୁ ମହାଲିଙ୍ଗ କଲେଜରେ ପହଂଚିଲେ ଅଭିଭାବକ; କହିଲେ, ଖରାପ ହୋଇଯିବ ପିଲାଙ୍କ ଭବିଷ୍ୟତ, ଅଲଗା କଲେଜରେ କରିବେ ଆଡମିସନ

13