ତେଲେଙ୍ଗାନା ଜାହିରାବାଦରୁ ଧରାପଡିଲା ହାଇଦର : ପୋଲିସ କମିଶନର କହିଲେ, ୧୨୦ଘଂଟା ଅପରେସନର ପୁରା କହାଣୀ; ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରି ଟ୍ରାଜିଟ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ, ରିମାଣ୍ଡରେ ନେଇ ଖୋଲିବ ଫେରାର ପଛର ପୁରା ଗୁମର

9