ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଅନ୍ଲାଇନ୍ ପଞ୍ଜିକରଣ : କୋ-ୱିନ ଆପ୍ ଓ ଆରୋଗ୍ୟ ସେତୁରେ ପଞ୍ଜିକରଣ କରିପାରିବେ ୧୮ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସର ବ୍ୟକ୍ତି; ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜିକରଣ

11