ଡେଲାଙ୍ଗରେ ନିର୍ବାଚନୀ ହିଂସାକୁ ନେଇ ତେଜିଲା ରାଜନୀତି :ବିଜେଡି- ବିଜେପି ମୁହାଁମୁହିଁ, ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ଅଭିଯୋଗ, ବିଜେଡି ଓ ସରକାରୀ କଳ ମିଶି କରୁଛନ୍ତି ହିଂସା; ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

10