ଟୋକିଓ ଅଲିମ୍ପିକ ପରେ ଜନ୍ମମାଟିକୁ ଫେରୁଛନ୍ତି ହକି ଖେଳାଳି । ସୁନ୍ଦରଗଡ଼ର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି । ଅମିତଙ୍କ ଗାଁ ସଉନାମୁରାରେ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ।

28