ଚଳିତ ବର୍ଷ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା : କରୋନା କାଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତି; ପରୀକ୍ଷା ନୀରିକ୍ଷଣରେ ରହିବେ ଅନ୍ୟ ସ୍କୁଲର ଶିକ୍ଷକ, ଶହେ ବଦଳରେ ୮୦ ମାର୍କର ହେବ ପରୀକ୍ଷା

6