ଘୋଷଣା ହୋଇନାହିଁ ପିପିଲି ଉପ ନିର୍ବାଚନ ତାରିଖ : ପ୍ରାର୍ଥୀ ଚୂୁଡାନ୍ତ ହେବା ଆଗରୁ ବିଜେଡିର ଶକ୍ତି ପ୍ରଦର୍ଶନ, ୧୪ ମାଣ ମେଲଣ ପଡିଆରେ ବିରାଟ ସଭା; ଯୋଗଦେଲେ ପର୍ଯ୍ୟବେକ୍ଷକଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ବିଜେଡିର ଛାମୁଆ ନେତା

11