ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ମାଲକାନଗିରି ସଦର ମହକୁମାରରେ ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ରର ଦମ୍ପତି; ୭ଶହ ଗ୍ରାମ ସୁନା ଓ ୨ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ

8