ଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ । ୭୫୨ରୁ ୨୦ଚୁଲି ଭାଙ୍ଗିଥିବା ସୂଚନା । କୋଠ ଭୋଗ ଚୁଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢା ବାହାରିବାରେ ହେବନି ସମସ୍ୟା । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି । ତଦନ୍ତ କରୁଛନ୍ତି ଉପଜିଲ୍ଲାପାଳ ।

22