ଗିରଫ ୱେବପୋର୍ଟାଲ ଏଡିଟର ସୁଧାଂଶୁ ରାଉତଙ୍କ ବିରୋଧରେ ଆସିଲା ନୂଆ ଅଭିଯୋଗ : ବିମୁଦ୍ରାୟନ ବେଳେ ନିଜକୁ ସିବିଆଇ ଅଫିସରର ପରିଚୟ ଦେଇ ମଙ୍ଗଳପୁରର ବୃଦ୍ଧଙ୍କ ଠାରୁ ଲୁଟି ନେଇଥିଲେ ୫୦ହଜାର; ଥାନାରେ ଅଭିଯୋଗ ପରେ ସରପଂଚଙ୍କ ସହାୟତାରେ ଫେରିପାଇଥିଲେ ଟଙ୍କା

8