ଗଲୱାନ ଘାଟିରେ ଖୁବ୍ ଶୀଘ୍ର ଫେରିବ ପୂର୍ବାବସ୍ଥା : ଦୁଇ ଦେଶର ସହମତି ପରେ ପଛକୁ ହଟୁଛନ୍ତି ସେନା; ଭାରତୀୟ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଓ ଚୀନ ବିଦେଶ ମନ୍ତ୍ରୀ ୨ ଘଂଟା ଧରି ଆଲୋଚନା କରିବା ପରେ ହୋଇଛି ସମ୍ଭବ

10