ଗତ ୨୪ ଘଂଟାର କରୋନା ରିପୋର୍ଟ : ରାଜ୍ୟରେ  ୪୨ଶହ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ, ୯ ମୃତ; ଖୋର୍ଦ୍ଧାରୁ ସବୁଠୁ ଅଧିକ ୬୫୨ ପଜିଟିଭ ମାମଲା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧ଲକ୍ଷ  ୮୪ ହଜାର ; ସେପଟେ ଦେଶରେ ୨୪ ଘଂଟାରେ ୮୬ ହଜାର ୯୬୧ ନୂଆ ମାମଲା

9