ଖାଲି ପଡିଥିବା ଆସନରେ ନାମାଙ୍କନ ଦାଖଲ ପାଇଁ ମିଳିବ ଦ୍ୱିତୀୟ ସୁଯୋଗ : ନିର୍ବାଚନ କମିଶନ କହିଲେ, ୪ହଜାରରୁ ଅଧିକ ୱାର୍ଡ ମେମ୍ବର, ୭ଟି ସରପଂଚ ଓ ୬ଟି ସମିତି ସଭ୍ୟ ଆସନରେ କେହି ନାହାନ୍ତି ପ୍ରାର୍ଥୀ; ୨୭ରୁ ୨୯ହେବ ପ୍ରାର୍ଥୀପତ୍ର ଦାଖଲ

22