ଖରସ୍ରୋତାରୁ ଭଦ୍ରକ ଓ ବାଲେଶ୍ୱରକୁ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ମଶାଲ ରାଲି : ଏପଟେ ୧୪୪ ଧାରା ଜାରି କରି ଚାଲିଛି ପ୍ରକଳ୍ପ କାମ; କଟକ-ଚାନ୍ଦବାଲି ରାସ୍ତା ଅବରୋଧ କଲା ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି, ପ୍ରତିବାଦକାରୀଙ୍କୁ ଉଠାଇ ନେଲା ପୋଲିସ

7