କ୍ରମାଗତ ୫ ଦିନ ହେବ ବଢ଼ି ଚାଲିଛି ତେଲ ଦର । ଆଜି ପୁଣି ପେଟ୍ରୋଲ ୩୬ ପଇସା ଓ ଡିଜେଲ ୩୯ ପଇସା ମହଙ୍ଗା । ଭୁବନେଶ୍ୱରରେ ୧୦୮ ଟଙ୍କା ୫୫ ପଇସାରେ ପହଞ୍ଚିଲା ପେଟ୍ରୋଲ, ୧୦୫ ଟଙ୍କା ୯ ପଇସା ଡିଜେଲ । By Tusar Samantaray On Oct 24, 2021 - 9:12 AM 12 Share 12 Share FacebookTwitterGoogle+WhatsAppTelegramEmailPrint