କୋରାପୁଟ ପଟାଙ୍ଗି ମଣ୍ଡିରେ ଉଠୁନି ମାଣ୍ଡିଆ : ୪ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ଲ୍ୟାମ୍ପ୍ସକୁ ଦିଆଯାଇଥିଲା ଟାର୍ଗେଟ, ୨୭ଶହ କ୍ୱିଂଟାଲ ମାଣ୍ଡିଆ ଉଠାଇବା ପରେ ବନ୍ଦ ହୋଇଗଲା ମଣ୍ଡି; ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ

8