କୋଟିଏ ଟଙ୍କାର ସୁନା ଗହଣା ଧରି ଫେରାର ମାରିଥିଲା କାମବାଲି : ଦିଲ୍ଲୀରୁ ସୁନା ଓ ହୀରା ଗହଣା ଚୋରୀ କରି ପଳାଇ ଆସିଥିବା ବେଳେ ଭୁବନେଶ୍ୱରରେ ଗିରଫ କଲା କମିଶନରେଟ ପୋଲିସ; ଟ୍ରାନଜିଟ ରିମାଣ୍ଡରେ ନେଲା ଦିଲ୍ଲୀ ମେହେରୌଲି ପୋଲିସ

7