କେମିତି ତିଆରୀ ହେଉଛି ନକଲି ମଦ ଡେମୋ ଦେଖାଇଲା ଅଭିଯୁକ୍ତ : ବ୍ରହ୍ମପୁର ହରଡାଖଣ୍ଡି ତୃପ୍ତିନଗରରରେ ଏକ ବେଆଇନ ମଦ ୟୁନିଟ ଉପରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ; ୨ଶହ ଲିଟର ମଦ ଜବତ, ୫ ଅଭିଯୁକ୍ତ ଗିରଫ

10